Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Odisha
Rajasthan
अमित_शाह
दिल्ली
Breakingnews
Narendramodi
Madhya_pradesh
Ipl
Rahulgandhi
Haryana
Uttarpradesh
Cricket
शादी
Crimenews
Kolkata
Aap

ଉମରକୋଟ: ସ୍କୁଲସ୍ତରରୁ ଫୁଟବଲ ଖେଳର ପ୍ରଚାର ପ୍ରସାର ପାଇଁ ଉଭୟ ମନ୍ତ୍ରୀଙ୍କ ଆଲୋଚନା

Umarkote, Nabarangpur | Nov 29, 2025
ଫିଟ୍ ଇଣ୍ଡିଆ ଅଭିଯାନରେ ଫୁଟବଲର ପ୍ରଚାର ପ୍ରସାର ପାଇଁ ଓ ବିଦ୍ଯାଳୟସ୍ତରରୁ ଫୁଟବଲ୍ ଖେଳାଳି ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ l ଆଜି ବିଧାନସଭା ସମ୍ମିଳନୀ କକ୍ଷରେ ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତିଙ୍କ ଉପସ୍ଥିତିରେ ବ୍ଲକସ୍ତରରେ ଫୁଟବଲ୍ ଖେଳର ପ୍ରସାର ପାଇଁ ଆଲୋଚନା କରିଛନ୍ତି କ୍ରୀଡା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଓ ଉମରକୋଟ ବିଧାୟକ ତଥା ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ଯ ଫୁଟବଲ୍ ସଂଘର ସଭାପତି ଉପସ୍ଥିତ ଥିଲେ ।

MORE NEWS