କେଞ୍ଚୁଡି ଗାଁ ର ସୁକୁରା ପିଙ୍ଗୁଆ ଙ୍କ ଘରେ ହୋଇଥିବା ଅଗ୍ନିକାଣ୍ଡ ରେ ୩ ବଖରା ଘର ଜଳିଥିଲା ଶନିବାର ୪ଟାରେ ବିଡ଼ିଓ ସୌଭାଗ୍ୟ ବେହେରା କଲେ ତଦନ୍ତ ।ଢେଙ୍କାନାଳ ଜିଲା ସାନ୍ଦ। ପଂଚାୟତ କେଞ୍ଚୁଡି ଗାଁ ର ସୁକୁରା ପିଙ୍ଗୁଆ ଙ୍କ ଘରେ ହୋଇଥିଲା ଅଗ୍ନିକାଣ୍ଡ ଶନିବାର ବିଡ଼ିଓ ସୌଭାଗ୍ୟ ବେହେରା ଗାଁରେ ପହଂଚି କଲେ ତଦନ୍ତ ।