Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Cbi
Mathura
Fatehpur
Jodhpur
Amitshah
Uppolice
Punjab

ଡାବୁଗାଁ: ନନ୍ଦପୁରା ନିକଟ ଭାରତ ମାଳା ରାସ୍ତାରେ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତଙ୍କ ମିଳିଲା ପରିଚୟ, ଡାବୁଗାଁ ଥାନାରେ ଏତଲା

Dabugan, Nabarangpur | Nov 4, 2025
ଆଜି ଡାବୁଗାଁ ବ୍ଲକ ନନ୍ଦପୁରା ନିକଟରେ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତଙ୍କ ପରିଚୟ ମିଳିଛି | ମୃତ ଅଭିମନ୍ୟୁ ମଙ୍ଗଲି ଓ ଆହତ ନବୀନ ପଢ଼ିଆରି | ଉଭୟ ଧୋଡ୍ରା ଗ୍ରାମର | ଖବର ପାଇ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା | ତେବେ ପରିବାର ଲୋକେ ମୃତ ଦେହ ଛାଡି ନଥିଲେ | ପୋଲିସ ବୁଝା ସୁଝା କରିବା ପରେ ଛାଡିଥିଲେ | ମୃତକଙ୍କ ଭାଇ ସୁଧିର ମଙ୍ଗଲି ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୋଲିସ କେସ ନମ୍ବର 225/25ରେ ମାମଲା ରୁଜୁ କରିଛି | ଆସନ୍ତା କାଲି ଶବ ବ୍ୟାବଛେଦ କରାଯିବ |