Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଆଠମଲ୍ଲିକ: ବଇଣ୍ଡା ଜନତା ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟ ର ମଙ୍ଗଳ ବାର ଅପରାହ୍ନ 1 ଟା ରେ ବାର୍ଷିକ

Athmallik, Angul | Dec 30, 2025
ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଆଠମଲ୍ଲିକ ବିଧାୟକ ନଳିନୀ କାନ୍ତ ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଅନେକ ଯୋଜନା କାର୍ଯ୍ୟ କାରୀ କରିଛନ୍ତି । ଏପରିକି ଅନେକ ଶିକ୍ଷାନୁଷ୍ଠାନ , ମହାବିଦ୍ୟାଳୟ ର ବିକାଶ କରୁଛନ୍ତି । କିପରି ସହଜ ରେ ପାଠ ପଢୀ ପାରିବେ ସେ ନେଇ ଯୋଜନା ପରେ ଯୋଜନା କରୁଛନ୍ତି । ମହାବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା । ଏଈଠୁ ଛାତ୍ରୀ ଛାତ୍ର ଙ୍କର କ୍ଯାରିଆର ଆରମ୍ଭ ହୋଇ ଥାଏ ବୋଲି କହିଥିଲେ