Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କେନ୍ଦୁଝର ସହର: ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର କୃତାତ୍ମା ଦିବସ ଅବସର ରେ ରକ୍ତଦାନ ଶିବିର ଆନନ୍ଦପୁର ରକ୍ତଭଣ୍ଡାର ଠାରେ ଅନୁଷ୍ଟିତ

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ର କୃତାତ୍ମା ଦିବସ ଅବସର ରେ ରକ୍ତଦାନ ଶିବିର। ୧୯୯୦ ମସିହା ରୁ ଆରମ୍ଭ ହୋଇଥିବା ଏହି ବଳିଦାନ ଦିବସ ଅବସର ରେ ସାଧାରଣ ଲୋକଙ୍କ ସେବା ନିମନ୍ତେ ସାରା ଦେଶରେ ରକ୍ତଦାନ ଶିବିର ର ଆୟୋଜନ କରାଯାଉଛି। ଆନନ୍ଦପୁର ଅଞ୍ଚଳରେ ସ୍ବେଛାକୃତ ରକ୍ତଦାନ ଶିବିର ର ଆୟୋଜନ ହେଉଥିବା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଆଜି ଏହି ଶିବିର ର ଆୟୋଜନ କରାଯାଇଛି।

MORE NEWS