ବେତନଟୀ ଅବକାରୀଥାନା ପକ୍ଷରୁ ସଠିଲୋ ପଞ୍ଚାୟତ ଅଧୀନ ବାହାନଡା ଗାଁ ସମେତ ବେତନଟୀ ପଞ୍ଚାୟତ ଅଧୀନ ମହୁଲିଆ ଗ୍ରାମରେ ପୃଥକଭାବେ ଚଢ଼ାଉକରି ଚୋରଦେଶୀମଦ ଜବତ ଘଟଣାରେ ଦୁଇଜଣଙ୍କୁ ଗିରଫ କରି ସ୍ୱାସ୍ଥ୍ୟପରୀକ୍ଷା ପରେ ବୁଧବାର ଅପରାହ୍ନ ପାଞ୍ଚଟାରେ କୋର୍ଟ ଚାଲାଣ କଲା ଅବକାରୀ ବିଭାଗ l ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବାହାନଡାର ପଦ୍ମଲୋଚନ ନାଏକର ପୁଅ କମଳାକାନ୍ତ ନାଏକ ଓ ମହୁଲିଆ ଗ୍ରାମର ସ୍ୱର୍ଗତ ଚମକୁ ମହାନ୍ତର ସ୍ତ୍ରୀ ଅହଲ୍ୟା ମହାନ୍ତ l