କୋରାପୁଟ ସହର ମଝିରୁ ମଦ ଦୋକାନ ହଟାଇବାକୁ ଦାବି
କୋରାପୁଟ ସହରର ମଧ୍ୟଭାଗରେ ଥିବା ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ସହରରେ ବଢ଼ୁଥିବା ଭିଡ଼, ସାଧାରଣ ଲୋକଙ୍କ ଯାତାୟାତ, ଛାତ୍ରଛାତ୍ରୀଙ୍କ ଆସାଯାଇ ଏବଂ ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଦାବି ଉଠୁଥିବା କୁହାଯାଉଛି।
ଆପଣଙ୍କ ମତରେ ସହର ମଝିରେ ମଦ ଦୋକାନ ରହିବା ଉଚିତ କି? ନା ଏହାକୁ ସହର ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ?
ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ।
#Koraput #କୋରାପୁଟ #Odisha #PublicOpinion #NewsUpdate