ମହିଳା ଚାଷୀ ମାନେ କି ଭଳି ନିଜ ଗୋଡ଼ରେ ଠିଆ ହୋଇ ସ୍ବାବଲମ୍ବୀ ହୋଇପାରିବେ ଆଧୁନିକ ପଦ୍ଧତିରେ ଅବଲମ୍ବନ କରି ଜୈବିକ ଖତ ପ୍ରସ୍ତୁତି କେନ୍ଦ୍ର,ଡାଲି ଜାତୀୟ ଫସଲ ପ୍ରକ୍ରିୟା କରଣ କେନ୍ଦ୍ର, ଉନ୍ନତ ପଦ୍ଧତିରେ ଛେଳି ଚାଷ,କୁକୁଡ଼ା ଚାଷ,କୃଷି ଯନ୍ତ୍ରପାତି ମାଧ୍ୟମରେ ଚଷାର ଅଭିବୃଦ୍ଧି ଓ ସରକାରୀ ଯୋଜନା ହାସଲ କରି କିପରି ଲକ୍ଷ ପତି ହୋଇ ପାରିବେ ସେ ନେଇ ତାଲିମ ପ୍ରଦାନ କରାଯାଉଛି।ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକ ଠାରେ ସିଆରପି ଏମବିକେ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କୂ ତାଲିମ ପ୍ରଦାନ କରାଯାଉଛି|