ଦେବଗଡ: ଦେବଗଡ଼ରେ ରୋଷେଇ ବେଳେ ଗ୍ୟାସ୍ରେ ନିଆଁ, ବଡ଼ ବିପଦରୁ ବର୍ତ୍ତିଲେ ପରିବାର
ଦେବଗଡ଼ ଜିଲ୍ଲା ରିଆମାଳ ଥାନା ସୁବର୍ଣ୍ଣପାଲି ଗ୍ରାମରେ ରୋଷେଇ ବେଳେ ଗ୍ୟାସ୍ରେ ନିଆଁ ଲାଗିଲା। ଦମକଳବାହିନୀଙ୍କ ତତ୍ପରତା ଯୋଗୁଁ ନିରଞ୍ଜନ ବିଶ୍ୱାଳଙ୍କ ପରିବାର ବଡ଼ ଅଘଟଣରୁ ରକ୍ଷା ପାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କଲେ ଥାନା ଅଧିକାରୀ।