ବୁଧବାର ରାତିରେ ବୌଦ୍ଧ ଭୈରବୀ ପଡିଆ ଠାରେ ମଦନ ମୋହନ ନାଟ୍ୟ କଳା ପରିଷଦ ପକ୍ଷରୁ ଓଡିଶା ପ୍ରସିଦ୍ଧ ଧନୁଯାତ୍ରା ନାଟ୍ୟ ଉତ୍ସବ ଉଦଘାଟିତ ହୋଇ ଯାଇଛି | ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବୌଦ୍ଧ ଏନ ଏ ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଉଦଘାଟନ କରିଥିଲେ | ମଦନ ମୋହନ ନାଟ୍ୟ କଳା ପରିଷଦର ସଭାପତି ବୃନ୍ଦାବନ ମେହେର ସଭାପତିତ୍ବ କରିଥିଲେ |