Public App Logo
Jansamasya
National
���ीएसटी
Happydiwali
Cybersecurityawareness
Nextgengst
Diwali2025
Pmmsy
Matsyasampadasesamriddhi
Fidfimpact
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଢେଙ୍କାନାଳ ସଦର: ସଦରବ୍ଲକ ଭୂଇଁପୁର ନଦୀ ଘାଟରେ ଗାଧୋଇବା ବେଳେ ବୁଡ଼ିଯାଇ ନିଖୋଜ ଯୁବକଙ୍କ ୫୨ ଘଣ୍ଟା ପରେ ଭୂବନ ବ୍ଲକ ନୀଳକଣ୍ଠପୁର ନଦୀ ଘାଟରୁ ଗଳିତ ଶବ ମିଳିଲା

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ବଣସିଙ୍ଗ ନିକଟ ଭୂଇଁପୁର ଘାଟରେ ଜଣେ ୨୧ ବର୍ଷୀୟ ଯୁବକ ନଦୀରେ ବୁଡ଼ିଯାଇ ଗତ ମଙ୍ଗଳବାର ସକାଳ ଠାରୁ ନିଖୋଜ ହୋଇଥିଲେ। ଆଜି ତା ୧୬।୧୦ ରିଖ ଦିନ ପ୍ରାୟ ୧ ଘଣ୍ଟା ସମୟରେ ୫୨ ଘଣ୍ଟା ପରେ ନିଳକଣ୍ଠପୁର ଘାଟ ଠାରେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। । ସୂଚନା ଅନୁସାରେ ଆଠଗଡ ଅଞ୍ଚଳର ରାଜେଶ ଦାସଙ୍କ ଏକ ମାତ୍ର ପୁଅ ଜ୍ଞାନେଶ ଦାସ ବୟସ ୨୧ ବର୍ଷ ଗତ ମଙ୍ଗଳବାର ଦିନ ଢେଙ୍କାନାଳ ଲକ୍ଷ୍ମୀପୂଜା ବୁଲି ଆସିଥିବା ବେଳେ ତାଙ୍କ ଅଜାଘରେ ବଣସିଂହକୁ ଆସିଥିଲେ। ସେହିଦିନ ସକାଳ ୯ ଘଣ୍ଟା ସମୟରେ ଅଜାଘରକୁ ଆସି ବ୍ରାହ୍ମଣୀ ନଦୀ ଭୂଇଁପୁର ଘାଟକୁ ଗାଧୋଇବାକୁ ଯାଇଥିଲେ

MORE NEWS