କଟକ ପୌରାଞ୍ଚଳ: ମହାନଦୀ ବିହାର ସ୍ପୋର୍ଟ୍ସ କମ୍ପ୍ଲେକ୍ସର ଉଦ୍ଘାଟନୀ ପ୍ରସ୍ତୁତି ନେଲେ ସଞ୍ଜୟ ଜେନା
ଆସନ୍ତା ୧୨ ତାରିଖ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦ୍ଘାଟିତ ହେବ ମହାନଦୀ ବିହାର ସ୍ପୋର୍ଟ୍ସ କମ୍ପ୍ଲେକ୍ସ। ଏହା ପୂର୍ବରୁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ବିଜେପି ନେତା ସଞ୍ଜୟ କୁମାର ଜେନା।