ବାଲେଶ୍ବର ସଦର: ଜଳେଶ୍ଵର ନାବାଳିକା ଦୁଷ୍କର୍ମ ଓ ହତ୍ୟା: ଅଭିଯୁକ୍ତ ଗିରଫ, ଥାନା ଅଧିକାରୀ ବଦଳି
ଜଳେଶ୍ଵରରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବାଲେଶ୍ଵର ଏସ୍ ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି। ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ନମ୍ପୋ ଫାଣ୍ଡି ଅଧିକାରୀ ନିଲମ୍ବିତ ଓ ଜଳେଶ୍ଵର ଥାନା ଅଧିକାରୀ ବଦଳି ହୋଇଛନ୍ତି। ତଦନ୍ତ ପାଇଁ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି।