ସୋର: ବାଲେଶ୍ୱର ରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ
Soro, Balasore | Sep 21, 2026 ବାଲେଶ୍ୱର ଜିଲ୍ଲାର ବାହାନଗା ପଞ୍ଚାୟତରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ପରିଚାଳିତ ହେଲା, ଯେଉଁଠାରେ ୧୫୦ ଜଣ ଅଭିଯୋଗକାରୀ ନିଜ ଅଭିଯୋଗ ଉପସ୍ଥାପନ କଲେ ଓ ୧୭ ଗୋଟି ଅଭିଯୋଗର ସମାଧାନ ହେଲା।