ଅପରାହ୍ନ ରେ ଖୁଣ୍ଟୁଣି ପୋଲିସ ଦ୍ୱାରା ଦୁଇ ଗଗିରଫ ହୋଇଛନ୍ତି। ଖୁଣ୍ଟୁଣି ଥାନା ବ୍ରହ୍ମପୁର ମା ସିଦ୍ଧ ନାରାୟଣୀ ଓ ହନୁମାନଙ୍କ ମନ୍ଦିରରୁ ଚୋରି ହୋଇଥିବା ଅଳଙ୍କାର ସହିତ,2 ଜଣଙ୍କୁ ଗିରଫ କରିଛି ଖୁଣ୍ଟୁଣି ପୋଲିସ୍। ଜଣେ ଖୁଣ୍ଟୁଣି ଓ ଅନ୍ୟ ଜଣେ ଚୌଦ୍ୱାର ର ବୋଲି ଜଣା ପଡ଼ିଛି। ଦୁଇଟି ଗାଡି ସହ ପ୍ଲାଷ୍ଟିକ ବନ୍ଧୁକ ଜବତ କରାଯାଇଛି।