ରାୟଗଡା: ଟିକିରି, ଗୁଡ଼ାରୀ, ପଦ୍ମପୁର ଓ ଚାନ୍ଦିଲିରେ ପୋଲିସ ଚଢାଉ, ଜବତ ହେଲା ବିପୁଳ ମଦ
ଟିକିରି, ଗୁଡ଼ାରୀ, ପଦ୍ମପୁର ଓ ଚାନ୍ଦିଲି ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ। ବେଆଇନ ମଦ କାରବାର ଅଭିଯୋଗରେ ଜଣେ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି। ଘଟଣାକୁ ନେଇ ଚାରୋଟି ଥାନାରେ ମାମଲା ରୁଜ୍ଜୁ ହୋଇଛି।