Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଯାଜପୁର: ଯାଜପୁର ଟାଉନ ପୌର ପରିଷଦ 1 ନମ୍ବର ୱାର୍ଡର ସୁରେଶଙ୍କ ଘରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଆସବାବପାତ୍ର ପୋଡି ପାଉଁଶ

Jajapur, Jajpur | Sep 16, 2025
ଯାଜପୁର ଟାଉନ ପୌର ପରିଷଦ 1 ନମ୍ବର ୱାର୍ଡର ସୁରେଶଙ୍କ ଘରେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଆସବାବପାତ୍ର ପୋଡି ପାଉଁଶ, ତହସିଲ କର୍ମଚାରୀ ପହଂଚି ଘଟଣାର କଲେ ତଦନ୍ତ l ସୁରେଶ ମହାପାତ୍ରଙ୍କ ପରିବାର ଲୋକେ ଖାଈପିଇ ଶୋଇଥିଲେ l ତେବେ ଭୋରୁ ଭୋରୁ ହଠାତ ଘରେ ନିଆଁ ଲାଗିଥିବା ସୁରେଶଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ l ଏଥିସହିତ ପଡ଼ିଶା ଲୋକଙ୍କ ସହିତ ନିଆଁକୁ ଆୟତ୍ତକୁ ଆଣିବାକୁ ଚ୍ୟାଷ୍ଠା କରିଥିଲେ l ତେବେ ଏହି ଅଗ୍ନିକାଣ୍ଡ ଫଳରେ ସୁରେଶଙ୍କ ଘର ଭିତରେ ଥିବା ଅନେକ ଆସବାବପାତ୍ର ପୋଡି ପାଉଁଶ ହେଇ ଯାଇଥିବା ସୂଚନା ମିଳିଛି l

MORE NEWS