ଆଜି ଭବାନୀପାଟଣା ର ସ୍ୱାମୀ ବିବେକାନନ୍ଦ ଫ୍ରେଣ୍ଡ୍ସ ଏସୋସିଏସନ୍ ଦ୍ଵାରା ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଲୟ ର ଖେଲ୍ ପଡ଼ିଆରେ ଆୟୋଜିତ୍ ୧୩ତମ୍ ଫ୍ରେଣ୍ଡ୍ସ ପ୍ରିମିୟର୍ ଲିଗ୍ ନକଆଉଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବହୁତ୍ ଖୁସି ଲାଗଲା। ବିଜେତା ଦଲ୍ ମାଁ ଗଙ୍ଗାଦି ଗୁଡ଼ି କ୍ରିକେଟ୍ କ୍ଲବ୍ ଆଉ ରନର୍ସ୍-ଅପ୍ ଅର୍କାବାହାଲି ପଡ଼ା ର ଖେଲାଳି ମାନକେ ବହୁତ୍ ବହୁତ୍ ଅଭିନନ୍ଦନ୍। ଖେଲ୍ ର ପ୍ରଚାର୍ ଆଉ ଖେଲାଳି ମାନକେ ଉତ୍ସାହିତ୍ କରବାର୍ ଲାଗି ଏସୋସିଏସନ୍ ର ଇ ପ୍ରୟାସ୍ ବହୁତ୍ ପ୍ରଶଂସନୀୟ ।