ଘସିପୁରା: ସାମୁକାନେଣ୍ଡି ପଞ୍ଚାୟତରେ ତାଲା ମାରିବାଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସରପଞ୍ଚ
କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ସାମୁକାନେଣ୍ଡି ପଞ୍ଚାୟତରେ ଠାରେ ା ପଞ୍ଚାୟତ ଅଧିନ ବାଇବୁରୁ , ବାଦୁଡିବସା , ଆମ୍ବଡାହୀ ଓ ବରଗୋଠ ଗାଁ ମାନଙ୍କରେ ଏଯାଏଁ ନା ଭଲ ରାସ୍ତାଟିଏ ଅଛି ନା ପହଁଞ୍ଚିପାରିଛି ବିଜୁଳି ଆଲୁଅ ା ଫଳରେ ଶିକ୍ଷା ଠାରୁ ସ୍ବାସ୍ଥ ଓ ବିଭିନ୍ନ ସରକାରୀ ଯୋଜନା ଅନେକ ସମୟରେ ଗାଁ ଲେକଙ୍କ ପାଇଁ ଅପହଁଞ୍ଚ ହୋଇ ରହିଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ା