କୁଜଙ୍ଗ: ପାରାଦୀପ ବନ୍ଦରରେ ନୂତନ ରେଡିଓଲୋଜିକାଲ୍ ଡିଟେକ୍ସନ୍ ସିଷ୍ଟମ୍ ଉଦଘାଟିତ
ପାରାଦୀପ ବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୧.୩୨ କୋଟି ଟଙ୍କା ବ୍ୟୟରେ ନୂତନ ରେଡିଓଲୋଜିକାଲ୍ ଡିଟେକ୍ସନ୍ ଇକ୍ୟୁପମେଣ୍ଟ (RDE) ସ୍ଥାପନ କରାଯାଇଛି। ଏହା ବନ୍ଦରରେ ପରମାଣୁ ଓ ରେଡିଓଏକ୍ଟିଭ୍ ସାମଗ୍ରୀର ଅବୈଧ ଚଳପ୍ରଚଳ ଉପରେ କଡ଼ା ନଜର ରଖିବ।