କାମାକ୍ଷାନଗର: କାମାକ୍ଷାନଗର ଲଷ୍ମୀବଜାରରୁ ମଙ୍ଗଳବାର ୭ଟା ୧୦ରେ ସ୍କୁଟି ଚୋରୀ ସିସିଟିଭିରେ ଦୃଶ୍ୟ କଏଦ ,ସାଇକେଲ ଆସି ଜେଇଗଲା ସ୍କୁଟି
କାମାକ୍ଷାନଗର ଲଷ୍ମୀବଜାରରୁ ମଙ୍ଗଳବାର ୭ଟା ୧୦ରେ ସ୍କୁଟି ଚୋରୀ ସିସିଟିଭିରେ ଦୃଶ୍ୟ କଏଦ ।ଚୋର ଆସିଲା ସାଇକେଲରେ ଆଉ ନେଇଗଲା ପଣ୍ଡିତଙ୍କ ସ୍କୁଟି ।କାମାକ୍ଷାନଗର ସହର ମଧ୍ୟରେ ଥିବା ତୃପ୍ତି ବିୟୁଟି ପାର୍ଲରର ପୂଜା କରିବା ପାଇଁ ଆସିଥିବା ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟଙ୍କ ସ୍କୁଟିକୁ ମଙ୍ଗଳବାର ନେଇଗଲା ଚୋର ଆଉ ଛାଡ଼ିଗଲା ସାଇକେଲ ।ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।