Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ତାଳଚେର ସଦର: କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟରେ ପ୍ଲାଟିନାମ ଜୁବୁଲି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Talcher Sadar, Angul | Dec 29, 2025
ଆସନ୍ତା ଜାନୁୟାରୀ ମାସରେ କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେବାକୁଥିବା ପ୍ଲାଣ୍ଟିନମ ଜୁବୁଲି କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିସରରେ ସୋମବାର ସକାଳ ୧୧ ଘଟିକା ସମୟରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ବିଧାୟକ ପାଳଲହଡା ଅଶୋକ ମହାନ୍ତିଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ୯ ନଂ ଜୋନ କାର୍ଯ୍ୟକାରୀ ସଭାପତି ସୁନିଲ ପ୍ରଧାନଙ୍କ ସହ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି କମିଟିର ସମସ୍ତ ସଦସ୍ୟ ବୃନ୍ଦ ଆଲୋଚନାରେ ଉପସ୍ଥିତ ଥିଲେ ।
ତାଳଚେର ସଦର: କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟରେ ପ୍ଲାଟିନାମ ଜୁବୁଲି ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ - Talcher Sadar News