ଗୁରୁବାର ଅପରାହ୍ନରେ ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅତିରିକ୍ତ ଏସପି ରାଜ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇ ଥିଲା। ଏହି ବୈଠକରେ ଇଣ୍ଟିଗ୍ରେସନ୍ ଫୋରମ୍ ର ସଦସ୍ୟ ଗଣ ଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ। ରାଉରକେଲା ସହର ବ୍ୟତୀତ ଜିଲ୍ଲାର ଅନ୍ୟ ସ୍ଥାନରୁ କମିଟି ରେ ସଦସ୍ୟ ରଖିବାକୁ ମତ ପ୍ରକାଶ ପାଇଥିଲା।