ଅମ୍ବାଭୋନା: ଗୌଡ଼ପାଲି ଗ୍ରାମର ଯୁଧିଷ୍ଠିର ମେହେର ଙ୍କ ଧାନଖରି ରେ କେହି ନିଆଁ ଲଗେଇ ଦେଇଥିବାରୁ ସବୁ ଧାନ ପୋଡ଼ିଯାଇଥିବାରୁ ଚାଷୀ ହତାଶ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଗ୍ରାମପଞ୍ଚାୟତ ର ଗୌଡ଼ପାଲି ଗ୍ରାମ ର ଯୁଧିଷ୍ଠିର ମେହେର ଙ୍କ ଧାନ ଖରି ରେ କେହି ନିଆଁ ଲଗେଇ ଦେଇଥିବାରୁ ସମ୍ପୂର୍ଣ ଧାନ ଖରୀ ପୋଡି ଯାଇଥିବା ଖବର ଆସିଛି, ଗତ ରାତିରେ କେହି ନିଆଁ ଲଗେଇ ଦେଇଥିବାରୁ ନିଆଁ ଲାଗି ପାଖା ପାଖି 15 ଡିସମିଳ ରେ ଚାଷ ହୋଇଥିବା ଧାନ ଅମଳ ହୋଇ ଖରି କରି ରଖା ଯାଇଥିଲା କିନ୍ତୁ କେହି ନିଆଁ ଲଗେଉ ଦେଇଥିବାରୁ ସବୁ ଧାନ ଜଳି ପୋଡି ପାଉଁଶ ହୋଇଯାଇଛି l ଆଜି ସକାଳ 7 AM ପାଖାପାଖି ସମୟରେ ନିଜ ବର୍ଷକ ର ଧାନ ଫସଲ ର ଧାନ ଖରି ପୋଡି ଯାଇଥିବାରୁ ଦୁଃଖରେ ମ୍ରିୟମାଣ ହୋଇଛନ୍ତି ଚାଷୀ ଯୁଧିଷ୍ଠିର ମେହେର