କଟକ ୱାର୍ଡ ନମ୍ବର 26 ରେ ଅଙ୍ଗନ କା ଉତ୍ସବ ପାଳିତ, ପିଲାଙ୍କୁ ମିଳିଲା ପୁରସ୍କାର
କଟକ ମହାନଗର ନିଗମର ୱାର୍ଡ ନମ୍ବର 26 ରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଆୟୋଜିତ ହେଲା 'ଅଙ୍ଗନ କା ଉତ୍ସବ'। କର୍ପୋରେଟର ଗଗନ ଓଝା ଯୋଗ ଦେଇ ପିଲାଙ୍କୁ ପୁରସ୍କୃତ କରିବା ସହ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ କରିଛନ୍ତି।