ରାୟଗଡା: ରାୟଗଡ଼ା: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ 2.37 ଲକ୍ଷ ଟଙ୍କା ଜୋରିମାନା
ରାୟଗଡ଼ା ଜିଲାରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା 177 ଜଣଙ୍କଠାରୁ 2 ଲକ୍ଷ 37 ହଜାର ଟଙ୍କା ଜୋରିମାନା ଆଦାୟ କଲା ପୋଲିସ। ବିନା ହେଲମେଟ, ନିଶାସକ୍ତ ଅବସ୍ଥା ଓ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।