କୋରାପୁଟ ଜିଲ୍ଲାରେ ଡେରିରେ ଆସିଲେ ମଧ୍ୟ ମାଳ ଅଞ୍ଚଳରେ ହାଡ଼ଭଙ୍ଗା ଶିତ ଅନୁଭୂତ ହେଉଥିବା ଆଜି ସକାଳ ୮ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଲମତାପୁଟ ବାସିନ୍ଦା। ଲମତାପୁଟ ବ୍ଳକରେ ପ୍ରତିବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକେ ରୋଜଗାର ପାଇଥାନ୍ତି। ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ କୋରାପୁଟ ଜିଲ୍ଲାର ଲମତାପୁଟ ହୋଇଛି।