ଛତ୍ରପୁର: ମାତ୍ର 2 ଇଞ୍ଚର ମାଆ ଦୁର୍ଗା ମୂର୍ତ୍ତି: ମସଲାରେ ତିଆରି ହୋଇଛି ଦେବୀଙ୍କ ପ୍ରତିମା
କେବଳ ମସଲାରେ ନିର୍ମିତ ହୋଇଛି ମାଆ ଦୁର୍ଗାଙ୍କ ଏକ ସୁନ୍ଦର ମୂର୍ତ୍ତି। ହଳଦୀ, ଅଳେଇଚ, ତେଜପତ୍ର, ଜାଇପତ୍ରି ଓ ଡାଲଚିନି ବ୍ୟବହାର କରି ଶିଳ୍ପୀ ପ୍ରସ୍ତୁତ କରିଛନ୍ତି ମାତ୍ର 2 ଇଞ୍ଚ ଉଚ୍ଚତାର ଏହି ମୂର୍ତ୍ତି। ଦେଖନ୍ତୁ ଏହି ନିଆରା କଳାକୃତି।