Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana
amagaonamakhabar_3
10
ଖୋର୍ଦ୍ଧା: ଗ୍ରହକଙ୍କୁ ଲୁଟୁଛି ଖୋର୍ଦ୍ଧା ୱାଣ୍ଡରଲା ଅଭିଯୋଗ କଲେ ଦୁର୍ବ୍ୟବହାର କରିବା ସହ ମିଳୁଛି ଧମକ ଏନେଇ ପତିକ୍ରିୟା ରଖିଲେ ଆସିଥିବା ଯୁବତୀ
Khordha, Khordha
| May 19, 2026
MORE NEWS
ସରକାର ମଧ୍ୟବିତ୍ତ ଙ୍କ ରୋଜଗାର ପ୍ରତି ଦୃଷ୍ଟି ଦିଅନ୍ତୁ 🙋
Khordha, Khordha | Jul 29, 2026
କୋଉ ଯାଗା କହିଲ 🙋
Khordha, Khordha | Jul 29, 2026
ମଦୁଆଙ୍କ ଦୁନିଆରୁ ସିଧା ପ୍ରସାରଣ! Madua nku Sasana.....In this exclusive report for Branded Odia, we dive deep into the late-night "philosophies" and street-side debates that only happen after the bottle opens. #BrandedOdia #OdiaNews #NewsSatire #OdiaEntertainment #BreakingNewsOdisha
Khordha, Khordha | Jul 29, 2026
ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପଗୁଡ଼ିକରେ ଆଜି ଅସାଧାରଣ ଭିଡ଼ ଦେଖାଯାଇଛି। ସାଧାରଣ ଲୋକମାନେ ଆତଙ୍କିତ ହୋଇ ପୂର୍ବରୁ ଥିବା ତାଙ୍କର ଯାନବାହନରେ ତେଲ ଭରିବାକୁ ଦୌଡ଼ି ଆସିଛନ୍ତି। କେତେକ ସ୍ଥାନରେ ଲମ୍ବା ଲାଇନ ରାସ୍ତା ପର୍ଯ୍ୟନ୍ତ ପହଞ୍ଚିଯାଇଛି, ଯାହା ଯାତାୟାତକୁ ମଧ୍ୟ ପ୍ରଭାବିତ କରୁଛି। ପମ୍ପ କର୍ମଚାରୀମାନେ ଚାପ ତଳେ ତେଲ ବିତରଣ କରୁଥିବା ବେଳେ ଲୋକମାନଙ୍କ ମଧ୍ୟରେ ଅସ୍ଥିରତା ଓ ଅଧିରତା ଦେଖାଯାଉଛି। କେତେକ ସ୍ଥାନରେ ହଠାତ୍ ଭିଡ଼ ବଢ଼ିଯାଇଥିବାରୁ ପରିଚାଳନା ଅସୁବିଧା ସୃଷ୍ଟି ହୋଇଛି। ଗୁଜବର ସତ୍ୟତା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ନଥିବା ସତ୍ତ୍ୱେ ଲୋକମାନେ ଭୟଭୀତ ହୋଇ ପ୍ରୟୋଜନରୁ ଅଧିକ ତେଲ ଭରିବାକୁ ଚେଷ୍ଟା କରୁଛନ୍ତି। ସହରର ଏହି ପରିସ୍ଥିତିରେ ଅନେକ ସାଧାରଣ ଲୋକ ଦୈନିକ କାର୍ଯ୍ୟରେ ବାଧା ଅନୁଭବ କରୁଛନ୍ତି। ରାସ୍ତାରେ ଲମ୍ବା କ୍ୟୁ, ହର୍ଣ୍ଣର ଶବ୍ଦ ଓ ଲୋକମାନଙ୍କ ଆତଙ୍କିତ ମୁହଁମଣ୍ଡଳ ସମଗ୍ର ପରିବେଶକୁ ଚାପପୂର୍ଣ୍ଣ କରିଦେଇଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଗୁଜବରେ ଭରସା ନକରିବା ଓ ଶାନ୍ତି ରଖିବାକୁ ଅନୁରୋଧ କରାଯାଉଛି। #odia #OdiaNews #odialatest #bkhyper #brandedodia
Khordha, Khordha | Jul 29, 2026
ଓଡିଶା ର ପରିଚୟ ଭିଡ଼ ହିଂସା ନୁହେଁ 🙋 #brandedodia #BreakingNewsOdisha #odia #ଓଡିଶା
Khordha, Khordha | Jul 29, 2026
ଖୋର୍ଦ୍ଧା: ଗ୍ରହକଙ୍କୁ ଲୁଟୁଛି ଖୋର୍ଦ୍ଧା ୱାଣ୍ଡରଲା ଅଭିଯୋଗ କଲେ ଦୁର୍ବ୍ୟବହାର କରିବା ସହ ମିଳୁଛି ଧମକ ଏନେଇ ପତିକ୍ରିୟା ରଖିଲେ ଆସିଥିବା ଯୁବତୀ - Khordha News