ଲାଉଗୁଡା ର ବିଦ୍ୟାଳୟ କୁ ଅଚାନକ ପରିଦର୍ଶନ କଲେ ବିଧାୟକ ଜଗନ୍ନାଥପୁର ପଞ୍ଚାୟତ ର ଲାଉଗୁଡା ର ପ୍ରାଥମିକ ବିଦ୍ୟାଳୟ କୁ ଅଚାନକ ଗସ୍ତ କରିଛନ୍ତି ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଏହି ଅବସର ରେ ସେ ବିଦ୍ୟାଳୟ ରେ ପିଲାଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ବୁଝିଥିଲେ ଏବଂ ଙ୍କ ପିଲା ଙ୍କ ସହ ପାଠ ସମ୍ବନ୍ଧୀୟ ଆଲୋଚନା କରିଥିଲେ