ଆଜି ଡିସେମ୍ବର 4 ତାରିଖ ସଦର ପୋଲିସ ଏକ ଚୋରି ମାମଲା ସମ୍ପୃକ୍ତ ଥିବା ଜଣେ ନା ବାଳକ ଓ ଦୁଇ ଜଣ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଆଜି ଅପରାହ୍ନ 3:30 ପାଖାପାଖି ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଚୋରି ସମ୍ପତ୍ତି ସହ ବଳିଯୋରି ନିକଟ ନଦୀ ଖଣ୍ଡିରୁ ଗିରଫ କରିଛନ୍ତି। ଏହା ସହ ସମସ୍ତ ଚୋରି ସମ୍ପତ୍ତି ଉଦ୍ଧାର କରିଛନ୍ତି। ଦୁଇ ଅଭିଯୁକ୍ତଙ୍କୁ ସଦର ଥାନା କେଶ ନମ୍ବର 428 ଦଫା 331(4)/305 BNS ରେ ସୁନ୍ଦରଗଡ଼ କୋର୍ଟ ଚାଲାଣ କରିଛନ୍ତି। ଏହା ସହ ଅଭିଯୁକ୍ତ ନାବାଳକକୁ ରାଉରକେଲା ବାଳ ସୁଧାର ଗୃହକୁ ପଠାଇଛନ୍ତି। ଏମାନେ ବନ୍ଧ ପାଲି ନିକଟ ଏକ ଗୋଦାମ ଘରେ ପଶି କେତେଜଣ ପିଲାଙ୍କୁ