କାମାକ୍ଷାନଗର: ତୁମୁସିଙ୍ଗା ଗାଁରେ ଥିବା ସହିଦ ସ୍ମୃତି ସ୍ତମ୍ଭରେ ମଙ୍ଗଳବାର ୧୨ଟାରେ ଗୁଳିକାଣ୍ଡ ଦିବସ ଉପଲକ୍ଷେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି
ତୁମୁସିଙ୍ଗା ଗାଁରେ ଥିବା ସହିଦ ସ୍ମୃତି ସ୍ତମ୍ଭରେ ମଙ୍ଗଳବାର ୧୨ଟାରେ ଗୁଳିକାଣ୍ଡ ଦିବସ ଉପଲକ୍ଷେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁରେ ଆଜିର ଦିନରେ ଗୁଳିକାଣ୍ଡ ହୋଇଥିବା ବେଳେ ଦେଶପାଇଁ ଜୀବନ ଦେଇଥିବା ମହାନ ବ୍ୟକ୍ତିଙ୍କ ସହିଦ ସ୍ତମ୍ଭରେ ମଙ୍ଗଳବାର ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।ଏଠାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୋଦ ପ୍ରସାଦ ନନ୍ଦ,ତୁମୁସିଙ୍ଗା ସେବା ସମବାୟ ସମିତି କର୍ମଚାରୀ ରାଧାମୋହନ ସାମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।