ତଲସରା: ବଡ଼ଗାଁ ବସଷ୍ଟାଣ୍ଡରେ ଅଘଟଣ ମୃତ୍ୟୁ ଏମିତିବି ଆସେ ପତ୍ନୀ ଙ୍କ ସହ କଥା ହେଉଥିଲେ ଚାଲିଗଲା ଜୀବନ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ବଡ଼ଗାଁ ବସଷ୍ଟାଣ୍ଡରେ ରହିଥିବା ଯାତ୍ରୀ ବିଶ୍ରାମଗାର ରେ ଆଜି କରଞ୍ଚଖୋଲ ଜନାର୍ଦ୍ଦନପୁର ଗ୍ରାମ ର ପତି ପତ୍ନୀ କଥା ବାର୍ତ୍ତା ହେଉଥିବା ବେଳେ ସ୍ବାମୀ ମନୋଜ କିଡ଼ୋ ଅଚାନକ ତଳେ ଖସିପଡ଼ି ଥିଲେ। ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ବଡ଼ଗାଁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।