Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

କୋରାପୁଟ ସହରରୁ ସମସ୍ତ ମଦ ଦୋକାନ ସ୍ଥାନାନ୍ତର ପାଇଁ ତେଜୁଛି ସ୍ୱର! ସକାଳୁ ପିଇବା ପାଣି ପାଇଁ ଲୋକେ ହଇରାଣ ହେଉଥିବା ବେଳେ, ମଦ ଦୋକାନ କିନ୍ତୁ ସହଜରେ ମିଳିଯାଉଛି। ଏହି ପରିସ୍ଥିତିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନେକଙ୍କ ମତରେ, ସହର ଭିତରେ ଥିବା ମଦ ଦୋକାନଗୁଡ଼ିକୁ ସହର ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ। ପ୍ରଥମେ ଲୋକଙ୍କୁ ମୌଳିକ ସୁବିଧା—ବିଶେଷକରି ପିଇବା ପାଣି—ଉପଲବ୍ଧ କରାଯିବା ଆବଶ୍ୟକ ବୋଲି ଦାବି ଉଠୁଛି। ଆପଣଙ୍କ ମତ କଣ? କୋରାପୁଟ ସହରରୁ ମଦ ଦୋକାନଗୁଡ଼ିକୁ ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ କି? 💬 ନିଜ ମତାମତ କମେଣ୍ଟରେ ଜଣାନ୍ତୁ। #Koraput #Odisha #KoraputNews #PublicOpinion #OpenLensNews #VoiceOfKoraput

Koraput Town, Koraput | Jul 29, 2026
କୋରାପୁଟ ସହରରୁ ସମସ୍ତ ମଦ ଦୋକାନ ସ୍ଥାନାନ୍ତର ପାଇଁ ତେଜୁଛି ସ୍ୱର! ସକାଳୁ ପିଇବା ପାଣି ପାଇଁ ଲୋକେ ହଇରାଣ ହେଉଥିବା ବେଳେ, ମଦ ଦୋକାନ କିନ୍ତୁ ସହଜରେ ମିଳିଯାଉଛି। ଏହି ପରିସ୍ଥିତିକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନେକଙ୍କ ମତରେ, ସହର ଭିତରେ ଥିବା ମଦ ଦୋକାନଗୁଡ଼ିକୁ ସହର ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ। ପ୍ରଥମେ ଲୋକଙ୍କୁ ମୌଳିକ ସୁବିଧା—ବିଶେଷକରି ପିଇବା ପାଣି—ଉପଲବ୍ଧ କରାଯିବା ଆବଶ୍ୟକ ବୋଲି ଦାବି ଉଠୁଛି। ଆପଣଙ୍କ ମତ କଣ? କୋରାପୁଟ ସହରରୁ ମଦ ଦୋକାନଗୁଡ଼ିକୁ ବାହାରକୁ ସ୍ଥାନାନ୍ତର କରାଯିବା ଉଚିତ କି? 💬 ନିଜ ମତାମତ କମେଣ୍ଟରେ ଜଣାନ୍ତୁ। #Koraput #Odisha #KoraputNews #PublicOpinion #OpenLensNews #VoiceOfKoraput - Koraput Town News