କଟକ ପୌରାଞ୍ଚଳ: ଶୈଳବାଳା ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅସନ୍ତୋଷ: ୧୧ରୁ ୯ ନାମାଙ୍କନ ଖାରଜ
କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ଅସନ୍ତୋଷ। ଏବିଭିପିର ୧୧ଟି ମଧ୍ୟରୁ ୯ଟି ନାମାଙ୍କନ ପତ୍ର ଖାରଜ ହେବା ପରେ କଲେଜ ଫାଟକରେ ଧାରଣା ଦେଲେ ଛାତ୍ରୀ। ସଭାନେତ୍ରୀ ଓ ସମ୍ପାଦିକା ପଦବୀ ପାଇଁ ଦାଖଲ ନାମାଙ୍କନ ମଧ୍ୟ ନାକଚ।