Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ଧର୍ମଗଡ: ଫ୍ଲାଏଆସ ବିନିଯୋଗ କୁ ବନ୍ଦ ଦାବୀ ରେ କଂଗ୍ରେସ ର ସର୍ଦାପୁର ଛକ ରେ ଧାରଣା।

Dharamgarh, Kalahandi | Jan 10, 2026
ଧର୍ମଗଡ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଧର୍ମଗଡ ବ୍ଲକ ସରଧାପୁର ଛକରେ ଫ୍ଲାଏଆସ ବିନିଯୋଗକୁ ବନ୍ଦ ଦାବୀରେ ଧାରଣା ଦେଇଛି। ଜିଲ୍ଲାରେ ବେଦାନ୍ତ କମ୍ପାନୀର ଫ୍ଲାଏଆସ ଡ଼ମ୍ପିଙ୍ଗ ଦ୍ୱାରା ଅଞ୍ଚଳ ବ୍ୟାପକ ଭାବେ ପ୍ରଦୂଷଣ ହୋଇପଡିଛି।ଯାହା ସାଧାରଣ ଭାବେ ଲୋକଙ୍କୁ ନାନା ସମସ୍ୟା ଦେଖା ଯାଉଥିବା ବେଳେ ଅନେକ ରୋଗାକ୍ରାନ୍ତ ହୋଉଥିବା ଜଣାପଡିଛି।ଏହାକୁ ବିରୋଧ କରି ସଦର ବିଧାୟକ ଙ୍କ ଆହ୍ୱାନ ରେ କଂଗ୍ରେସ କମିଟି ଧାରଣା ରେ ବସିଛି।

MORE NEWS