ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ଜରଙ୍ଗଲୋଇ ଗ୍ରାମ ରେ ଦୁଇ ଶିଶୁ ସ୍କ୍ରବ ଟାଇଫସ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବଡ଼ଗାଁ ବ୍ଳକ ଅନ୍ତର୍ଗତ ଫୁଲବାରି ଗ୍ରାମ ପଞ୍ଚାୟତର ସଲେପାଲି ଗ୍ରାମ ରେ ଗତ କିଛିଦିନ ତଳେ ସ୍କ୍ରବ ଟାଇଫସ ରୋଗ ରେ ମୃତ୍ୟୁ ଘଟିଛି। ଏହି ଆକ୍ରାନ୍ତ ଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି।