ପାଟଣାଗଡ: ରମାଇ ହାଇସ୍କୁଲ ପଡିଆରେ ସୈନିକ ଙ୍କ ପାଇଁ ଦୈଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ
ଦିପାବଳୀ ରେ ଅମର ଜବାନ ଙ୍କ ସମ୍ମାନ ରେ ପୂର୍ବ ତନ ଜବାନ ମାନଙ୍କ ପକ୍ଷରୁ ସୋମବାର ସକାଳେ ସ୍ଥାନୀୟ ରମାଇ ହାଇସ୍କୁଲ ପଡିଆରେ ସୈନିକ ଙ୍କ ପାଇଁ ଦୈଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପୂର୍ବ ତନ ଜବାନ ସନ୍ୟାସୀ ନାଗ ଏବଂ ସହଦେବ ପୁରୋହିତ ଙ୍କ ନେତୃତ୍ୱରେ ଗଣ ଦୈଡ଼ ସାମିଲ ହୋଇ ସମ୍ମାନ ଜଣାଇ ଥିଲେ ।