Public App Logo
Jansamasya
News
���ुलिस
Bjp
National
Bihar
���ीजेपी
���िधायक
Congress
Modi
Delhi
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Uttarpradesh
���ादी
Crimenews
Aap
Indore
Bareilly

ରାସଗୋବିନ୍ଦପୁର: କେନ୍ଦୁଡିହା ଗ୍ରାମରେ ଚୋରା ବାଲି ଓ ମୋରମ ଚାଲାଣ କରୁଥିବା ଚାରିଗୋଟି ଟ୍ରାକ୍ଟର ବୋଝେଇ ଜବତକରି ମାମଲା ରୁଜୁକଲା ଶୁଳିଆପଦା ପୁଲିସ

ମୋରଡା ନିର୍ବାଚନମଣ୍ଡଳୀ ତଥା ଶୁଳିଆପଦା ଥାନା ଅଧୀନ କେନ୍ଦୁଡିହା ଗ୍ରାମରେ ଶନିବାର ଅପରାହ୍ନ ୩ଟାରେ ଚଢ଼ାଉକରି ବେଆଇନ ବାଲି ଓ ମୋରମ ଚାଲାଣ କରୁଥିବା ୪ଗୋଟି ଟ୍ରାକ୍ଟରକୁ ଶନିବାର ଜବତକରି ଥାନାକୁ ଆଣିଛି ଶୂଳିଆପଦା ପୁଲିସ l ଶନିବାର ବେଆଇନ ବାଲି ଓ ମୋରମ ଉତ୍ତୋଳନ ନେଇ ଶୁଳିଆପଦା ପୁଲିସ ବିଶେଷସୂତ୍ରରୁ ଖବରପାଇ ଅପରାହ୍ନରେ କେନ୍ଦୁଡିହାରେ ଅତର୍କିତ ଚଢ଼ାଉକରି ଗାଁ ଭିତରୁ ବେଆଇନ ଚାଲାଣରେ ଜଡିତ ୪ଟ୍ରାକ୍ଟର ଜବତ କରିଥିଲେ l

MORE NEWS