ଦେବଗଡ: ଦେବଗଡ଼ ଖପରସାହିରେ ମହାସମାରୋହରେ ପାଳିତ ହେଲା ଦଶହରା ଓ ନବମୀ ପୂଜା
ଦେବଗଡ଼ ଖପରସାହି ଦୁର୍ଗାପୂଜା କମିଟି ପକ୍ଷରୁ ମହାସମାରୋହରେ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜା ସହ ପାରମ୍ପରିକ ଦଶହରା ଖେଳର ଆୟୋଜନ କରାଯାଇଥିଲା, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।