ଶୁକ୍ରବାର ଜିଲ୍ଲା ହାବିଲଦାର୍ ଓ କନେଷ୍ଟବଳ ସଂଘର ନିର୍ବାଚନ ଅଧିକାରୀ ଉପ ଆରକ୍ଷୀ ଅଧୀକ୍ଷକଙ୍କ ଗୌରାଙ୍ଗ ଚରଣ ସାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲା ହାବିଲଦାର୍ ଓ କନେଷ୍ଟବଳ ସଂଘର ସଭାପତି ଭାବେ ବୁଲୁ କୁମାର ମିଶ୍ର ନିର୍ବାଚିତ ହୋଇଛନ୍ତି | ସେହିପରି ଆଲୋକ ସିଂ କନ୍ହର ଉପ ସଭାପତି, ରଂଜିତ କୁମାର ପଂଡା ସମ୍ପାଦକ ନିର୍ବାଚିତ ହୋଇଛନ୍ତି |