ନୂଆପଡା: ରଜାମୁଣ୍ଡା ଗ୍ରାମ ଠାରେ ସାନ ମହେଶ୍ବର ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ପାଳିତ; ପ୍ରତିକ୍ରିୟା ରଖିଲେ ମୂଖ୍ୟ ଅତିଥି ବିଧାୟକ
ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ବର ପଞ୍ଚାୟତର ରଜାମୁଣ୍ଡା ଗ୍ରାମ ଠାରେ ସାନ ମହେଶ୍ବର ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ଗୌତମ ତାଣ୍ଡିଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଯୋଗଦେଇ ଆଜି ୨ ଟାରେ ପ୍ରତିକ୍ରିୟା ରଖିଛନ୍ତି।