କଣ୍ଟାମାଳ: କଣ୍ଟାମାଳ ହାଇସ୍କୁଲରେ ପାଳିତ ହେଲା ବିଶ୍ୱ ଜଳାତଙ୍କ ଦିବସ: ସଚେତନ କଲେ ବିଶେଷଜ୍ଞ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରକାରୀ ଉଚ୍ଚବିଦ୍ୟାଳୟରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ। ପ୍ରାଣୀଚିକିତ୍ସା ବିଭାଗ ପକ୍ଷରୁ କୁକୁର କାମୁଡ଼ିଲେ କଣ କରିବେ ଏବଂ ଟିକାକରଣର ଆବଶ୍ୟକତା ନେଇ ଛାତ୍ରଛାତ୍ରୀଙ୍କୁ ଦିଆଗଲା ଗୁରୁତ୍ୱପୂର୍ଣ୍ଣ ସଚେତନତା।