କଟକ ପୌରାଞ୍ଚଳ: କଟକରେ ଷୋଳପୁଅ ମା’ ପୂଜା ପାଇଁ ପ୍ରସ୍ତୁତି ବୈଠକ, ସିଏମ୍ସିର ଗୁରୁତ୍ୱ
କଟକରେ ଷୋଳପୁଅ ମା’ ପୂଜା ପାଇଁ ସିଏମ୍ସି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ସଫେଇ, ପାନୀୟ ଜଳ, ରାସ୍ତା ମରାମତି ଓ ସୁରକ୍ଷା ବ୍ୟବସ୍ଥା ଉପରେ ହେଲା ଆଲୋଚନା। ପୂଜା ପୂର୍ବରୁ ସମସ୍ତ ବ୍ୟବସ୍ଥା ସୁଧାରିବାକୁ ନିର୍ଦ୍ଦେଶ।