ନବରଙ୍ଗପୁର ପୋଲିସ ଷ୍ଟେସନ: କେରଲା ଠାରେ ରେ ସାମାଜିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ
ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ କୋଷାଗୁମୁଡା ବ୍ଲକ ବାମୁଣୀ ପଞ୍ଚାୟତ କେରଲା ଗ୍ରାମର ପୂର୍ବତନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଶଙ୍କର ବିଷୋୟୀଙ୍କ ବିୟୋଗ ଖବର ପାଇ ପରିବାର ପାଖକୁ ଯାଇଥିଲେ। ପରିବାର ବର୍ଗଙ୍କୁ ସତ୍ୱନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ଏବଂ ଗ୍ରାମରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟା ଉପରେ ଗ୍ରାମବାସୀଙ୍କ ସହ କିଛି ସମୟ ଆଲୋଚନା କରିଥିଲେ l