ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ବାଇଁଶିଆ ପଞ୍ଚାୟତ ଆମ୍ବ ବାହାଳୀ ଠାରେ ୧୩ ଗ୍ରାମର ଜନସାଧାରଣ ରକ୍ଷଣାବେକ୍ଷଣ କରିଥିବା ଜଙ୍ଗଲରୁ ଗଛ କଟାକୁ ନେଇ ବୈଠକ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବାଇଁଶିଆ ଗ୍ରାମ ଠାରେ ବାଇଁଶିଆ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ଆଜି ତା ୮।୯ ରିଖ ପୂର୍ବାହ୍ନ ୧୧ଘଣ୍ଟା ଘଣ୍ଟା ସମୟରେ ଆମ୍ବବାହାଳୀ ସଭାଗୃହ ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଇଁଶିଆ ଓ ରାଇତଳା ପଞ୍ଚାୟତର ୧୩ ଟି ଗ୍ରାମର ଜନସାଧାରଣ ଏହି ବୈଠକରେ ଉପସ୍ଥିତ ରହିଥିଲେ। ୧୯୮୪ ମସିହାରେ ତତକାଳୀନ ବାଇଁଶିଆ ସରପଞ୍ଚ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସମୟରେ ନୟାକାଟେଣୀ ମୈ।ଜା ଜଙ୍ଗଲ ଜମିରେ ବ୍ରୃକ୍ଷରୋପଣ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବନସୁରକ୍ଷା ସମିତି ପରିଚାଳନାରେ ଥିବା ଏହି ଜଙ୍ଗଲରରୁ ଗଛକଟାକୁ ନେଇ ଅସନ୍ତୋଷ ଗ୍ରାମବାସୀଙ୍କ ବୈଠକ ଅନୁଷ୍ଠିତ