ନବରଙ୍ଗପୁର ପୋଲିସ ଷ୍ଟେସନ: ପି.ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ର ସ୍ଥାପନା ଦିବସ ଅବସରରେ ନବରଙ୍ଗପୁର ବିଧାୟଙ୍କ ଅଭିଭାଷଣ
ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ର ସ୍ଥାପନା ଦିବସ ଆଜି ମହା ଆଢମ୍ବର ରେ ଅନୁଷ୍ଠିତ ହୋଇ ଯାଇଛି l ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ଶିକ୍ଷା ଦେବା ସହ ଦେଶ ଗଠନ ର ଉତ୍ତମ ଶିକ୍ଷା ପ୍ରଦାନ କରାଯାଇଥାଏ l ଏଠାରେ ଆଜି ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାର ବାର୍ତା ପ୍ରଦାନ କରିଥିଲେ l