ପାରଳାଖେମୁଣ୍ଡି: ମହିଳା ସ୍ନାତକ ମହା ବିଦ୍ୟାଳୟରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ
ମହିଳା ସ୍ନାତକ ମହା ବିଦ୍ୟାଳୟରେ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟରେ ଆଜି ଏଗାରଟା ବେଳେ ସଖୀ ୱାନଷ୍ଟପ ସେଣ୍ଟର ଏବଂ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପକ୍ଷରୁ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଏହି କର୍ମଶାଳାର ଉଦ୍ଦେଶ୍ୟ ଥିଲା ଅନୁଷ୍ଠାନର ଯୁବ ଗୋଷ୍ଠୀଙ୍କୁ ସରକାରଙ୍କ ଦ୍ବାରା ପ୍ରାୟୋଜିତ ବିଭିନ୍ନ ଯୋଜନା ସହିତ ସାମିଲ କରିବା ଏବଂ ଯୋଜନା ଗୁଡିକୁ ଜାଣିବା ନିମନ୍ତେ ବିଭିନ୍ନ କୌଶଳ ତଥା ଉପାଗମ ଗୁଡିକୁ କିପରି ଆୟତ୍ତ କରି ପାରିବେ ସେ ସମ୍ବନ୍ଧରେ ଅବଗତ କରାଇବା ନେଇ