ଲୁକୁମବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲୁକୁମବେଡା ଗ୍ରାମର ମଇଦାନ ଟୋଲିର ଖେଳପଡ଼ିଆରେ ଉଦଯାପିତ ହକି ଖେଳରେ ବୀରମିତ୍ରପୁର ବିଧାୟକଙ୍କ ରିପ୍ରେଜେଣ୍ଟିଭ ସୁଲେମାନ କାଉଡିଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ସାନମାନିତା ଅତିଥିଭାବେ ବିଜୁ ଜନତା ଦଳର ବ୍ଲକ ସଭାପତି ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ବି ସାହୁ,ବ୍ରଜ କିଶୋର ସିଂହ,ଅଶୋକ ମୁଣ୍ଡାରି ପ୍ରମୁଖ ଉପସ୍ଥିତ ଥିଲେ।