କେନ୍ଦ୍ରାପଡା: କନିକା କଣ୍ଡିଆ ବଜାର ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା
ଶାରଦୀୟ ଦୁର୍ଗାପୂଜା ଅବସରରେ କନିକା ବ୍ଲକର କଣ୍ଡିଆ ବଜାର ପୂଜା ମଣ୍ଡପରେ ମା'ଙ୍କୁ ଦର୍ଶନ କଲେ ଆଳିର ବରିଷ୍ଠ ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା। ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିବା ସହ ପୂଜା କମିଟି ଓ ସ୍ଥାନୀୟ ଲୋକଙ୍କ ସହ ଶୁଭେଚ୍ଛା ବିନିମୟ କରିଛନ୍ତି।